ଲମ୍ବ କର୍ଣ୍ଣ Lamba karṇṇa
- ସଂ. ବି—(କର୍ମଧା; ଲମ୍ବ+କର୍ଣ୍ଣ) — ଦୀର୍ଘ କାନ — Long ear
- ସଂ. ବି—(କର୍ମଧା; ଲମ୍ବ+କର୍ଣ୍ଣ) — ଓହଳା କାନ; ଝୁଲୁଥିବା କାନ — Hanging ear
- ସଂ. ବି—(କର୍ମଧା; ଲମ୍ବ+କର୍ଣ୍ଣ) — (ବହୁବ୍ରୀହି) ଛାଗଳ; ଛେଳି — Goat
- ସଂ. ବି—(କର୍ମଧା; ଲମ୍ବ+କର୍ଣ୍ଣ) — ହସ୍ତୀ; ହାତୀ — Elephant
- ସଂ. ବି—(କର୍ମଧା; ଲମ୍ବ+କର୍ଣ୍ଣ) — ଶଶକ; ଠେକୁଆ — Hare
- ସଂ. ବି—(କର୍ମଧା; ଲମ୍ବ+କର୍ଣ୍ଣ) — ଗର୍ଦ୍ଦଭ; ଗଧ — Ass
- ସଂ. ବି—(କର୍ମଧା; ଲମ୍ବ+କର୍ଣ୍ଣ) — ଗଣେଶ — God Gaṇeṡa
- ସଂ. ବି—(କର୍ମଧା; ଲମ୍ବ+କର୍ଣ୍ଣ) — ରାକ୍ଷସ — A demon:
- ସଂ. ବି—(କର୍ମଧା; ଲମ୍ବ+କର୍ଣ୍ଣ) — ଶ୍ୟେନ ପକ୍ଷୀ; ଛଞ୍ଚାଣ — Hawk; falcon
- ସଂ. ବି—(କର୍ମଧା; ଲମ୍ବ+କର୍ଣ୍ଣ) — ଅଙ୍କୋଟ ବୃକ୍ଷ (ହି. ଶ.) — Alangium Hexapetallum (tree)
- ବିଣ. ପୁଂ. — (ବହୁବ୍ରୀହି) ଲମ୍ବ ବା ଦୀର୍ଘ କର୍ଣ୍ଣଯୁକ୍ତ — Long-eared
- ବିଣ. ପୁଂ. — ଓହଳା କାନଯୁକ୍ତ — Having hanging ears