ଲମ୍ଫ୍ (ଧାତୁ) Lamph (root)

  • ସଂ (ତୁଳ. ଲାଟିନ୍ ରମ୍ପା=ବିରାଡ଼ିଆଦିଙ୍କ ନଖଯୁକ୍ତ କର— ତଳ ଇଂ. ଲୀପ୍, ହିନ୍ଦୀ, ଲପକ୍) — ଡେଇଁବା; କୁଦିବା — To jump; to leap