ଲମ୍ଫଝମ୍ପ Lamphajhampa
- ଦେ. ବି (ସହଚର ଶବ୍ଦ; ଲମ୍ଫ=ଡେଇଁବା ଓ ଝମ୍ପ=ଝାମ୍ପିବା) — ଡିଆଁଡେଇଁ; ହାତ ଗୋଡ ପ୍ରସାରଣ ପୂର୍ବକ ବିକ୍ରମ ପ୍ରକାଶି କୁଦିବା; କୁଦାକୁଦି — Jumping and leaping
- ଦେ. ବି (ସହଚର ଶବ୍ଦ; ଲମ୍ଫ=ଡେଇଁବା ଓ ଝମ୍ପ=ଝାମ୍ପିବା) — ଏଣେ— ତେଣେ ଡେଇଁ ବୁଲିବା — Frisking about
- ଦେ. ବି (ସହଚର ଶବ୍ଦ; ଲମ୍ଫ=ଡେଇଁବା ଓ ଝମ୍ପ=ଝାମ୍ପିବା) — ମାକଡ଼ଚିତି — Capering; somersault