ଲମ୍ପଟତ୍ୱ Lampaṭatwa

  • ସଂ. ବି (ଲମ୍ପଟ+ଭାବେ. ତା, ତ୍ୱ) — ଲାମ୍ପଟ୍ୟ; କାମୁକତା; ପରସ୍ତ୍ରୀ ପ୍ରତି ଅନୁରକ୍ତି; ଚମଚୋରି — Libertinism; lewdness; adultery; lasciviousness