ଲମଞ୍ଜୋସ୍ Laman̄jos

  • ବୈଦେ. ବି (ଇଂ. ଲୋଜେଞ୍ଜେସ୍) — ଚିନି ଦ୍ୱାରା ନାନା ମନୋହର ଆକୃତିରେ ପ୍ରସ୍ତୁତ ଶିଶୁ— ମାନଙ୍କର ଲୋଭନୀୟ ମିଠାଇ — Sweet lozenges (for children)