ଲଭ୍ୟାର୍ଥ Labhyārtha

  • ସଂ. ବି (କର୍ମଧା) — ପ୍ରାପ୍ୟ ଧନ — Due amount
  • ବିଣ. ପୁଂ. (ବହୁବ୍ରୀହି, ଲଭ୍ୟ ହୋଇଅଛି ଅର୍ଥ ଯାହାର) — ପାଉଣାଦାର୍; ଯେଉଁ ବ୍ଯକ୍ତି ଅନ୍ଯ ବ୍ଯକ୍ତିଠାରୁ ଧନ ପାଇବାର ଉପଯୁକ୍ତ — A person to whom money is due