ଲବ୍ଧାର୍ଥ Labdhārthā
- ସଂ. ବି (କର୍ମଧା; ଲବ୍ଧ+ଅର୍ଥ) — ମିଳଥିବା ଧନ — Acquired wealth
- ବିଣ. ପୁଂ. (ବହୁବ୍ରୀହି) — ଯେ ଧନ ଲାଭ କରିଅଛି — One who has acquired or earned riches
- ବିଣ. ପୁଂ. (ବହୁବ୍ରୀହି) — ଯେ କୌଣସି ବାକ୍ୟାଦିର ଅର୍ଥ ବୁଝି ପାରିଅଛି — One who has understood or comprehended the meaning
- ବିଣ. ପୁଂ. (ବହୁବ୍ରୀହି) — ଲବ୍ଧକାମ (ଦେଖ) — Labdha kāma. (See)