ଲବ୍ଧବିଡ୍ୟ Labdhabidya
- ସଂ. ବିଣ. ପୁଂ. (ବହୁବ୍ରୀହି; ଲବ୍ଧ ହୋଇଅଛି ବିଦ୍ଯା ଯାହାଙ୍କ ଦ୍ୱାରା) — କୌଣସି ବିଦ୍ଯା ବା ବିଜ୍ଞାନକୁ ଯେ ଆୟତ୍ତ କରିଅଛନ୍ତି — One who has acquired mastery over a science or learning
- ସଂ. ବିଣ. ପୁଂ. (ବହୁବ୍ରୀହି; ଲବ୍ଧ ହୋଇଅଛି ବିଦ୍ଯା ଯାହାଙ୍କ ଦ୍ୱାରା) — ବିଦ୍ୱାନ୍ — Learned
- ସଂ. ବିଣ. ପୁଂ. (ବହୁବ୍ରୀହି; ଲବ୍ଧ ହୋଇଅଛି ବିଦ୍ଯା ଯାହାଙ୍କ ଦ୍ୱାରା) — ଯେଉଁ ବ୍ଯକ୍ତି କୌଣସି ଈପ୍ସିତ ବିଦ୍ୟାପାଠକୁ ଶେଷ କରିଅଛନ୍ତି — One who has completed a course of training in any science or branch of knowledge
- ସଂ. ବିଣ. ପୁଂ. (ବହୁବ୍ରୀହି; ଲବ୍ଧ ହୋଇଅଛି ବିଦ୍ଯା ଯାହାଙ୍କ ଦ୍ୱାରା) — ଶିକ୍ଷିତ — Educated (Apte)