ଲବ୍ଧ ଲକ୍ଷ Labdha laksha
- ସଂ. ବିଣ. ପୁଂ. (ବହୁବ୍ରୀହି) — ଯେ ନିଶାଣ ବା ଲକ୍ଷ୍ୟ ବିଦ୍ଧ କରିଅଛି — One who has hit the mark or target
- ସଂ. ବିଣ. ପୁଂ. (ବହୁବ୍ରୀହି) — ଯାହାକୁ ଅଭିପ୍ରେତ ବସ୍ତୁ ମିଳିଅଛି (ହି. ଶ.) — One who has attained what he wanted
- ସଂ. ବିଣ. ପୁଂ. (ବହୁବ୍ରୀହି) — ବନ୍ଧୁକ ବା ଶରଆଦି ମାରିବା ବିଷୟରେ କୁଶଳ — Skilled in the use of missiles (Apte)