ଲବ୍ଧ ପ୍ରଶମନ Labdha praṡamana
- ସଂ. ବି ( 6 ଷ୍ଠୀ ତତ୍) — ଲବ୍ଧ ପଦାର୍ଥକୁ ନିରାପଦ ରଖିବା — Securing or keeping safe of what has been acquired (Apte)
- ସଂ. ବି ( 6 ଷ୍ଠୀ ତତ୍) — ଲବ୍ଧ ପଦାର୍ଥର ସତ୍ପାତ୍ରରେ ଦାନ (ହି. ଶ.) — Bestowing of an acquired thing on a worthy recipient