ଲବ୍ଧ ପ୍ରବେଶ Labdha prabeṡa
- ସଂ. ବିଣ. ପୁଂ. — ଯେଉଁ ବ୍ଯକ୍ତି ଭିତରକୁ ପ୍ରବେଶ କରିବାକୁ ସମର୍ଥ ହୋଇ ଅଛନ୍ତି — Having got admittance into a place
- ସଂ. ବିଣ. ପୁଂ. — ଯେଉଁ ବ୍ଯକ୍ତି କୌଣସି ବିଦ୍ୟାକୁ ଉତ୍ତମରୂପେ ବୁଝି ପାରି ଅଛନ୍ତି ବା ଆୟତ୍ତ କରି ଅଛନ୍ତି — Proficient; having been able to comprehend a matter