ଲବ୍ଧ ପ୍ରତିଷ୍ଠ Labdha pratishṭha
- ସଂ. ବିଣ. ପୁଂ. (ବହୁବ୍ରୀହି; ଲବ୍ଧ ହୋଇଅଛି ପ୍ରତିଷ୍ଠା ଯାହାଙ୍କର) — ଯାହାର ଖ୍ୟାତି ଲାଭ ହୋଇଅଛି; ବିଖ୍ୟାତ — One who has acquired celebrity or fame; known to fame; famous; celebrated
- ସଂ. ବିଣ. ପୁଂ. (ବହୁବ୍ରୀହି; ଲବ୍ଧ ହୋଇଅଛି ପ୍ରତିଷ୍ଠା ଯାହାଙ୍କର) — ସମ୍ମାନିତ — Honoured