ଲବିକା Labikā

  • ସଂ. ବି—(ଲବ+କ+ଆ) — ଛେପ; ପାଟିର ଲାଳ — Saliva
  • ସଂ. ବି—(ଲବ+କ+ଆ) — ଶରୀରର ବର୍ଣ୍ଣହୀନ ରସ; ନସା — Lymph