ଲବନ୍ଧିଆ Labandhiā
- ପ୍ରାଦେ. (ସମ୍ବଲପୁର) ବି. (ସଂ. ଆଲୋକବନ୍ଧ) — ଶିକୁଳିରେ ଓହୋଳା ହୋଇଥିବା ଦୀପ ପରି ଆଲୋକ ଦେବାର ଏକ ପ୍ରକାର ଚଟକା ପାତ୍ର — An oil lamp suspended with a chain
- ପ୍ରାଦେ. (ସମ୍ବଲପୁର) ବି. (ସଂ. ଆଲୋକବନ୍ଧ) — [ଦ୍ର—ଏହାକୁ ଘରର ବା ଦେବାଳୟର ଛାତରୁ ଓହଳାଇ, ଏଥିରେ ତେଲ ଓ ବଳିତା ଦେଇ ଦୀପ ରୂପେ ବ୍ଯବହାର କରନ୍ତି, ଅଥବା ଜଳନ୍ତା ଦୀପଟିଏ ଏହା ଉପରେ ଥୋଇ ଦିଅନ୍ତି।]