ଲବଣୀ Labaṇī

  • ସଂ. ବି — ଏକ ପ୍ରକାର ଆତ; ନେଉଆ ଆତ — A sort of apple; bullock's heart; Anona Reticulata
  • ଦେ. ବି — (ସଂ. ନବନୀତ) ନବନୀତ; ଲହୁଣୀ — Butter
  • ଦେ. ବି — (ଉ—ଦଧି ହାଣ୍ଡି ମଧ୍ୟେ ଲବଣୀ ଥିଲା ପରି ଅର୍ଥ ଧର୍ମ ଦୁଇରେ କାମଦଣ୍ଡଧାରୀ। କୃଷ୍ଣସିଂହ. ମହାଭାରତ, ଶାନ୍ତି।)
  • ଦେ. ବି — (ସ୍ତ୍ରୀ) ଲାବଣ୍ୟବତୀ ନାମ୍ନୀ ସ୍ତ୍ରୀର ଡାକ ନାମ — (Feminine) Name for calling Lābaṇyabatī