ଲବଣ ଯନ୍ତ୍ର Labaṇa j̄antra
- ସଂ. ବି — ଦୁଇ ମୁହଁ ଥିବା ପାତ୍ର ଦୁଇଟିକୁ ମୁହଁ ଯୋଡ଼ି କରି ତିଆରି କରାଯିବା ଯନ୍ତ୍ର, ଯହିଁରେ କେତେକ ଔଷଧର ପାକ ହୁଏ ଓ ଯହିଁରେ ଗୋଟିଏ ପାତ୍ରକୁ ଲୁଣରେ ପୂର୍ଣ୍ଣ କରାଯାଏ (ହି ଶ) — A kind of contrivance for preparing some medicine with the help of 2 double-mouthedpots one of which is filled with salt