ଲବଣ ବର୍ଷ Labaṇa barsha

  • ସଂ. ବି — ପୁରାଣ ମତରେ କୁଶ ଦ୍ୱୀପର ଅନ୍ତର୍ଗତ ବର୍ଷ ବା ଦେଶ — Name of a mythological country