ଲବଣ ତୃଣ Labaṇa tṛuṇa
- ସଂ. ବି. (ବୈଦ୍ଯକ) — ଲୁଣି ଶାଗ; ଏକ ପ୍ରକାର ଲୁଣା ତୃଣ; ଲୋଣୀ — A sort of saline grass; Indian Purslane; Ionidicum Suffruticosum
- ସଂ. ବି. (ବୈଦ୍ଯକ) — [ଦ୍ର—ଏହା ଅଶ୍ୱମାନଙ୍କର ପୁଷ୍ଟିକର। ଏ ଶାଗ 2 ପ୍ରକାର— ଲୋଣୀ ଓ ବୃହଲ୍ଲୋଣୀ।] — [ଦ୍ର—ଏହା ଅଶ୍ୱମାନଙ୍କର ପୁଷ୍ଟିକର ଏ ଶାଗ2ପ୍ରକାର— ଲୋଣୀ ଓ ବୃହଲ୍ଲୋଣୀ]