ଲବଞ୍ଚୋସ୍ Laban̄chos

  • ବୈଦେ. ବି. — (ଇଂ.) ଲୋଜେଞ୍ଜେସ୍; ତୁଳ, ଆ. ଲୌଜ୍= ବିଭିନ୍ନବର୍ଣ୍ଣ ରଞ୍ଜିତ ଶଶୁମନୋହର ରମ୍ବସ୍ ବା ବରଫୀ ଆକାରର ଚତୁଷ୍କୋଣ ମିଠାଇ—ଶିଶୁମନୋହର ଚିନି ମିଠେଇ — Lozenges