ଲବ ମାତ୍ରେ Laba mātre
- ଦେ. କ୍ରି. ବିଣ. (ସଂ. ଲବ ମାତ୍ରଂ) — ଅଣୁମାତ୍ର; ଲେଶ ମାତ୍ର — Very sligtly; a bit, a little
- ଦେ. କ୍ରି. ବିଣ. (ସଂ. ଲବ ମାତ୍ରଂ) — କ୍ଷଣ ମାତ୍ର — For a moment
- ବିଣ ଓ ବି — କିଞ୍ଚିତ୍ ମାତ୍ର — A little; a whit
- ବିଣ ଓ ବି — (ଉ—ମୋର ଏଥିରେ ଲବ ମାତ୍ର ଦୋଷ ନାହିଁ।)