ଲପ୍ଟେଇବା Lap-ṭeibā

  • ପ୍ରାଦେ (ବାଲେଶ୍ୱର) କ୍ରି — କଟି ଯାଇଥିବା ଗୁଡ଼ିର ଦେହରେ ଲାଗିଥିବା ସୂତା ସହିତ, କଟି ନ ଯାଇଥିବା ଗୁଡ଼ିର ସୂତାକୁ ଛନ୍ଦା ଛନ୍ଦି କରି, ଦୁଇଟି ଗୁଡ଼ିକୁ ଟାଣି ହାତ ପାଖକୁ ଘେନି ଆସିବା — To draw the opponent's kite towards the victor with the help of the latter's kite-string