ଲପଟେଇବା Lapaṭeibā
- ଦେ. କ୍ରି. (ସଂ. ଲିପ୍ତ) — (ପାଗ ବା ବସ୍ତ୍ରକୁ) ମୁଣ୍ଡରେ ଜଡ଼ିତ କରି ଗୁଡ଼ାଇବା — To wind tightly round the head (said of a long turban or cloth)
- ଦେ. କ୍ରି. (ସଂ. ଲିପ୍ତ) — ବସ୍ତ୍ରାଦିକୁ ଚଉତି କରି ଭାଙ୍ଗିବା — To fold a cloth
- ଦେ. କ୍ରି. (ସଂ. ଲିପ୍ତ) — କୁଣ୍ଢାଇବା — To embrace