ଲପିବା Lapibā

  • ଦେ. (ପଦ୍ଯ) କ୍ରି. (ସଂ. ଲପ୍ ଧାତୁ) — କହିବା — To speek
  • ଦେ. (ପଦ୍ଯ) କ୍ରି. (ସଂ. ଲପ୍ ଧାତୁ) — (ଉ—ପୁଲକୁ ଥାଏ ପରା, ମୁଁ ଲପୁ ଥିଲେ ଧୀରା। କବିସୂର୍ଯ୍ୟ. ସଙ୍ଗୀତ।)