ଲପଟା Lapaṭā
- ଦେ. ବିଣ.—(ସଂ. ଲମ୍ବ ଓ ପଟରୁ କିମ୍ବା ଲିପ୍ତରୁ) — ପୃଚ୍ଛବିଶିଷ୍ଟ ଓ ଲମ୍ବା (ପଗଡ଼ି) — (turban) Having a long tail
- ଦେ. ବିଣ.—(ସଂ. ଲମ୍ବ ଓ ପଟରୁ କିମ୍ବା ଲିପ୍ତରୁ) — [ଉ—ଲପଟା ପାଗମାନ ଲୋଟୁଛି ପିଠିକି। କୃଷ୍ଣସିଂହ. ମହାଭାରତ, ଆଦି।]
- ଦେ. ବି. — ବଡ଼ ଲମ୍ବା ପଗଡ଼ି — Long turban