ଲଦି ହେବା Ladi hebā
- ଦେ. କ୍ରି — ଆପଣା ଉପରେ ଗୁରୁତର ବୋଝ ଗ୍ରହଣ କରିବା — To be laden with a heavy load
- ଦେ. କ୍ରି — [ଉ—ଚଉଦ ହାତ ନୀଳାମ୍ବର; ଲଦି ହୋଇଛି ଅଳଙ୍କାର। ଭୂପତି. ପ୍ରେମପଞ୍ଚାମୃତ।]
- ଦେ. କ୍ରି — ଅନ୍ଯ ବ୍ଯକ୍ତିର ଉପରେ ଆପଣାର ଶରୀରର ବୋଝକୁ ଚପାଇବା — To press one's own weight on another person
- ଦେ. କ୍ରି — (ଯଥା—ଏ ପିଲାଟା ସବୁବେଳେ ମୋ କାଖରେ ଲଦି ହେଲା, ଦଣ୍ଡେ ତଳେ ବସିଲା ନାହିଁ।)