ଲଥ୍ଲାଥ୍ Lath-lāth

  • ଦେ. କ୍ରି. ବିଣ (ଧ୍ୱନ୍ୟର୍ଥକ; ବହୁ ଲୋକ ବା ବସ୍ତୁ— ବ୍ୟଞ୍ଜକ) — (ଅନେକ ବସ୍ତୁ ବା ବ୍ଯକ୍ତି) ଭୂମିରେ ହଠାତ୍ ରଖାଯିବା ପ୍ରକାରେ — (many things) Being put on the ground with a thumping sound
  • ଦେ. କ୍ରି. ବିଣ (ଧ୍ୱନ୍ୟର୍ଥକ; ବହୁ ଲୋକ ବା ବସ୍ତୁ— ବ୍ୟଞ୍ଜକ) — ଥଲଥଲ — Soft, fleshy and loose