ଲଥ୍କିନି Lath-kini
- ଦେ. କ୍ରି. ବିଣ (ଧ୍ୱନ୍ୟର୍ଥକ) — ଗୋଟିଏ ଭାରି ଓ କୋମଳ ପଦାର୍ଥ ହଠାତ୍ ଭୂମିରେ ପଡ଼ି ବସି ଯିବା ପ୍ରକାରେ — Suddenly, said of a fleshly or soft mass being put on the ground, with thud
- ଦେ. କ୍ରି. ବିଣ (ଧ୍ୱନ୍ୟର୍ଥକ) — (ଯଥା—ସେ କାଦୁଅପୁଳାକୁ କାନ୍ଥରେ ଲଥ୍କିନା ଛାଟିଦେଲା।
- ଦେ. କ୍ରି. ବିଣ (ଧ୍ୱନ୍ୟର୍ଥକ) — ଠିଆ ହୋଇଥିବା ବ୍ଯକ୍ତି ହଠାତ୍ ଭୂମିରେ ପିଚାମାଡ଼ି ବସିଯିବା ପ୍ରକାରେ — Suddenly sitting down on the ground with the buttocks
- ଦେ. କ୍ରି. ବିଣ (ଧ୍ୱନ୍ୟର୍ଥକ) — [ଯଥା—ସେ ଭୂଇଁରେ ଲଥ୍କିନା ବସିଗଲା।]