ଲତାପ୍ରତାନ Latāpratāna

  • ସଂ. ବି — ( 6 ଷ୍ଠୀ ତତ୍; ଲତା+ପ୍ରତାନ) — (6ଷ୍ଠୀ ତତ୍; ଲତା+ପ୍ରତାନ)
  • ସଂ. ବି — ଲତାରୁ ବାହାରିବା ତନ୍ତୁ — Fibres of creepers
  • ସଂ. ବି — ଦଉଡ଼ି ବା ଲଇରୂପେ ବ୍ଯବହୃତ ଲତା — Creepers used as strings