ଲତା ସାଧନ Latā sādhana

  • ସଂ. ବି (ତନ୍ତ୍ର) — ତାନ୍ତ୍ରିକ ବୀରାଚାର ବା ବାମମାର୍ଗର ସାଧନା— ବିଶେଷ — A kind of Tantrik ritual
  • ସଂ. ବି (ତନ୍ତ୍ର) — [ଦ୍ର—ଏଥିରେ ସାଧକ ଦେବୀଙ୍କୁ ନାୟିକା ବା ସ୍ତ୍ରୀ ରୂପରେ ପାଇବା ପାଇଁ ତନ୍ତ୍ରୋକ୍ତ ସାଧନା କରନ୍ତି।]