ଲତା ବେଷ୍ଟ Latā beshṭa

  • ସଂ. ବି — ଦେଶ ବିଶେଷ — Name of a country
  • ସଂ. ବି — ଆଲିଙ୍ଗନ ବିଶେଷ — A sort of embrace (consisting of both the persons entwining each other.)
  • ସଂ. ବି — [ଦ୍ର—ଏଥିରେ ସ୍ତ୍ରୀ ପୁରୁଷ ଉଭୟେ ଉଭୟଙ୍କୁ ଲତା ବେଢ଼ିବା ପରି ସମ୍ପୂର୍ଣ୍ଣରୂପେ ଆଲିଙ୍ଗନ କରିଥାଆନ୍ତି ।]
  • ସଂ. ବି — କାମ ଶାସ୍ତ୍ରୋକ୍ତ ଷୋଡ଼ଶ ରତିବନ୍ଧ ମଧ୍ୟରୁ ତୃତୀୟ ବନ୍ଧ — The third of the 16 poses during coition laid down in the amatery books
  • ସଂ. ବି — [ଦ୍ର—ଏଥିରେ ରମଣୀକୁ ପୁରୁଷ ବାହୁଦ୍ୱୟ ଓ ପାଦଦ୍ୱୟ ଦ୍ୱାରା ବେଷ୍ଟନ ବା ଆଲିଙ୍ଗନ ପୂର୍ବକ ଲଘୁ ରମଣ କରେ ।]
  • ସଂ. ବି — ହରିବଂଶୋକ୍ତ ଦ୍ୱାରକାପୁରୀର ଦକ୍ଷିଣସ୍ଥ ପର୍ବତବିଶେଷ (ହି. ଶ.) — Name of a moutain mentioned in the Haribaṁṡa