ଲତା ଗହଳି Latā gahaḻi

  • ଦେ. ବିଣ (ସଂ. ଲତାବହୁଳ) — ଯେଉଁ ସ୍ଥାନ ବା ବନରେ ବହୁତ ଲତା ଅଛି; ଲତାପୂର୍ଣ୍ଣ — Full of creepers
  • ଦେ. ବିଣ (ସଂ. ଲତାବହୁଳ) — [ଉ—ଲତାଗହଳ ଗହନେ ପଳାଅ । କବିସୂର୍ଯ୍ୟ. କିଶୋରୀଚମ୍ପୂ ଳ. ଗୀତ ।]
  • ଦେ. ବି — ଲତାପୂର୍ଣ୍ଣ ସ୍ଥାନ — A place full of creepers