ଲଣ୍ଡ୍ (ଧାତୁ) Laṇḍ (root)

  • ସଂ. ବି — ଉତ୍କ୍ଷେପଣ କରିବା — To throw up; to toss about
  • ସଂ. ବି — (ବିଷ୍ଠାଦି) ଉତ୍ସର୍ଗ କରିବା; ତ୍ୟାଗ କରିବା — To give up; to pass;
  • ସଂ. ବି — କହିବା — To speak (Apte)