ଲଣ୍ଟେନିଶ୍ Laṇṭeniṡ

  • ବୈଦେ. ଣ. (ଇଂ.) — ମଝିରେ ଅଢ଼େଇ ବା 3 ଫୁଟ୍ ଉଚ୍ଚ ଜାଲବାଡ଼ ଟାଙ୍ଗି ତହିଁର ଦୁଇ ପାଖରେ ଦୁଇ ଦଳ ଖେଳାଳିଙ୍କ ଫମ୍ଫାପେଣ୍ଡୁ ବାଡ଼ିଆ— ବାଡ଼େଇ ଖେଳ — ମଝିରେ ଅଢ଼େଇ ବା3ଫୁଟ୍ ଉଚ୍ଚ ଜାଲବାଡ଼ ଟାଙ୍ଗି ତହିଁର ଦୁଇ ପାଖରେ ଦୁଇ ଦଳ ଖେଳାଳିଙ୍କ ଫମ୍ଫାପେଣ୍ଡୁ ବାଡ଼ିଆ— ବାଡ଼େଇ ଖେଳ—The outdoor game of Lawn tennis
  • ବୈଦେ. ଣ. (ଇଂ.) — [ଦ୍ର— ଏ ଖେଳରେ ପେଣ୍ଡୁକୁ ବାଡ଼େଇବା ପଟା ଗୁଡ଼ିଆଙ୍କ ଚଟୁପରି ମୁହଁପାଖେ ଚଟକା ହୋଇଥାଏ ଓ ସେ ଚଟକା ଅଂଶରେ ତାରମାନ ଛନ୍ଦା ହୋଇଥାଏ।]