ଲଢାଇବା Laṟḍ̠ẖāibā

  • ଦେ. କ୍ରି — ଳଢ଼ିବା କ୍ରିୟାର ଣିଜନ୍ତ ରୂପ — The causative form of Laṟḍ̠ẖibā
  • ଦେ. କ୍ରି — (ଉ— ପୁଣ୍ଡରୀକ ବର ଯୋଗେ ଇନ୍ଦୀବର ଯୁଗଳୀ ଲଢ଼ାଇବାକୁ। କବିସୂର୍ଯ୍ୟ. ସଙ୍ଗୀତ ।)
  • ଦେ. କ୍ରି — ଦୁଇ ଜଣଙ୍କୁ ପ୍ରତିଦ୍ୱନ୍ଦ୍ୱୀ ରୂପେ ଠିଆ କରାଇବା — , To cause two persons to emulate each other
  • ଦେ. କ୍ରି — ଲଢ଼ାଇରେ ପ୍ରବୃତ୍ତ କରାଇବା — To cause to fight
  • ଦେ. କ୍ରି — ଦୁଇଟି ବସ୍ତୁକୁ ପରସ୍ପର ଟକ୍କର ଖୁଆଇବା — To cause two things to strike against each other
  • ଦେ. କ୍ରି — (ଯଥା—ନଡ଼ିଆ ଲଢ଼ାଇବା, ଗୁଡ଼ି ଲଢ଼ାଇବା)
  • ଦେ. କ୍ରି — ନିୟୋଜିତ କରିବା; ଖଟାଇବା — To apply
  • ଦେ. କ୍ରି — (ଯଥା—ଏ ସମସ୍ୟାରେ ତୁମେ ବୁଦ୍ଧି ଲଢ଼ାଇଲେ ଅବଶ୍ୟ ମୀମାଂସା କରି ପାରିବ।)