ଲଢ଼ିବା Laṟḍ̠hibā
- ଦେ. କ୍ରି. (ସଂ. ରଣ୍ ଧାତୁ) — ଯୁଦ୍ଧ କରିବା; ଶତ୍ରୁକୁ ଆଘାତ କରିବା — To fight
- ଦେ. କ୍ରି. (ସଂ. ରଣ୍ ଧାତୁ) — ଯୁକ୍ତି ପ୍ରଦର୍ଶନ କରି ନିଜ ପକ୍ଷ ସମର୍ଥନ କରିବା — To support one's cause by reasoning or argument
- ଦେ. କ୍ରି. (ସଂ. ରଣ୍ ଧାତୁ) — [ଉ—ଆଜି ଆପଣଙ୍କ ସକାଶେ ସାହେବଙ୍କ ଆଗରେ କିପରି ଲଢ଼ିଲି। ଫକୀର— ମୋହନ. ଛମାଣ ଆଠଗୁଣ୍ଠ।]
- ଦେ. କ୍ରି. (ସଂ. ରଣ୍ ଧାତୁ) — ପରସ୍ପର ସହିତ ସଂଘର୍ଷ କରିବା — To come in mutual contact; to collide
- ଦେ. କ୍ରି. (ସଂ. ରଣ୍ ଧାତୁ) — ବାଗ୍ୟୁଦ୍ଧ କରିବା — To engage in wordy duel
- ଦେ. କ୍ରି. (ସଂ. ରଣ୍ ଧାତୁ) — ମଲ୍ଲ ଯୁଦ୍ଧ କରିବା — To wrestle with a rival
- ଦେ. କ୍ରି. (ସଂ. ରଣ୍ ଧାତୁ) — ତର୍କ କରିବା — To argue
- ଦେ. କ୍ରି. (ସଂ. ରଣ୍ ଧାତୁ) — ମକଦମାରେ ନିଜର ପକ୍ଷ ସମର୍ଥନ କରି ବାଦୀର ବିପକ୍ଷରେ ମକଦମା ଚଳାଇବା — To contest a suit
- ଦେ. କ୍ରି. (ସଂ. ରଣ୍ ଧାତୁ) — (ମେଣ୍ଢା, କୁକୁଡ଼ା, ଷଣ୍ଢ ଆଦି) ପରସ୍ପର ସହିତ ବଳ କଷାକଷି ହେବା — To fight (said of fighting rams, cocks and bulls)