ଲଡ୍ ବିଶପ୍ Laṟḍ̠ biṡap

  • ବୈଦେ. ବି (ଇଂ.) — ଖ୍ରୀଷ୍ଟିୟାନ୍ମାନଙ୍କର ପ୍ରଧାନ ଧର୍ମଯାଜକ — Lord Bishop among the Christians
  • ବୈଦେ. ବି (ଇଂ.) — [ଦ୍ର—ରାଜ୍ୟର ପ୍ରଧାନ ପ୍ରଧାନ କେନ୍ଦ୍ର ବା ରାଜଧାନୀରେ ଏମାନେ ଥାଆନ୍ତି ଓ ଏମାନଙ୍କ ଅଧୀନ ଅନେକ ନିମ୍ନତର ଧର୍ମଯାଜକ ଥାଆନ୍ତି।]