ଲଠ୍ୟୌଷଧି Laṭhya̲u̲shadhi
- ଦେ. ବି—(ପଣ୍ଡିତିଆ ପ୍ରୟୋଗ) — (ବ୍ୟଙ୍ଗୋକ୍ତି)— ଶତ୍ରୁ ବା ବିରକ୍ତକାରୀ ପ୍ରତି ପ୍ରଯୁକ୍ତ ଯଷ୍ଟି ପ୍ରହାର ରୂପ ଔଷଧ — (Ironical) Stick used as a medicine against an enemy
- ଦେ. ବି—(ପଣ୍ଡିତିଆ ପ୍ରୟୋଗ) — (ଯଥା—ମୂର୍ଖସ୍ୟ ଲଠ୍ୟୌଷଧଂ। ଲାଠ୍ୟୌଷଧ ତଳେ ଟୀକା ଦେଖ।)