ଲଠିଆଲଠି Laṭhiālaṭhi

  • ଦେ. ବି — ପରସ୍ପରକୁ ଯଷ୍ଟି ସାହାଯ୍ୟରେ ଆଘାତ କରିବା— ଦ୍ୱାରା ଯୁଦ୍ଧ — A fight with sticks
  • ଦେ. ବିଣ — ଯଷ୍ଟିଦ୍ୱାରା ପରସ୍ପରକୁ ଆକ୍ରମଣ କରି ଯୁଦ୍ଧ କରୁଥିବା — Fighting with sticks