ଲଠି ବୁଲାଇବା Laṭhi bulāibā

  • ଦେ. କ୍ରି — ବିପକ୍ଷର ଆକ୍ରମଣରୁ ଆତ୍ମରକ୍ଷା କରିବା ପାଇଁ କିମ୍ବା ବିପକ୍ଷକୁ ଆକ୍ରମଣ କରିବା ପାଇଁ କୌଶଳ ପୂର୍ବକ ସ୍ୱହସ୍ତ ଧୃତ ଯଷ୍ଟି ବା ବଂଶଦଣ୍ଡକୁ ଇତସ୍ତତଃ ସଞ୍ଚାଳିତ କରିବା — To brandish a stick for self defence or attack