ଲଠା ଖୁରୁଡ଼ Laṭhā khuruṟḍ̠a

  • ପ୍ରାଦେ. (ପୁରୀ ଜିଲ୍ଲା) ବି — କିଶୋର ନଡ଼ିଆରୁ ହୋଇଥିବା ଖୁରୁଡ଼ — The dried kernel of half-ripe cocoanut
  • ପ୍ରାଦେ. (ପୁରୀ ଜିଲ୍ଲା) ବି — [ଦ୍ର—ଯେଉଁ ଖୁରୁଡ଼ ନଡ଼ିଆକୁ ହାତରେ ହଲାଇ ବଜାଇଲେ ତହିଁ ମଧ୍ୟର ଅଣ୍ଡାକାର ଶସ ଷଢ଼େଇରୁ ସମ୍ପୂର୍ଣ୍ଣ ରୂପେ ଛାଡ଼ି ନ ଥିବାରୁ ତାହା ଖଡ଼ଖଡ଼ ହୋଇ ବାଜେ ନାହିଁ; ତାକୁ ଲଠା ଖୁରୁଡ଼ କହନ୍ତି।]