ଲଟୁ ଚୋରି Laṭu chori
- ଦେ. ବି — ହରିବଂଶ ନାମକ ଶ୍ରୀକୃଷ୍ଣ ଲୀଳାତ୍ମକ ଗ୍ରନ୍ଥ ବର୍ଣ୍ଣିତ ଶ୍ରୀକୃଷ୍ଣଙ୍କର ଦୁଇଟି ପେଣ୍ଡୁକୁ ରାଧା ଚୋରାଇ ନେଇ ଥିବାର ଅଭିଯୋଗରେ ଶ୍ରୀକୃଷ୍ଣ କୌତୁକ କରିଥିବା ଘଟନା ଓ ତଦବଲମ୍ବନରେ ଲିଖିତ ଓଡ଼ିଆ କବି ଦୀନକୃଷ୍ଣ ଦାସଙ୍କର ପଦ୍ଯ ଗ୍ରନ୍ଥ — A small Oriya poem by poet Dinakṛushṇa describing an incident of Srīkṛushṇa's accusation against Rādhā that she had stolen his play balls, though she had not actually done so, but which two balls came out of the folds of her dress