ଲଟି ପତ୍ର Laṭi patra

  • ଦେ. ବି (ସଂ. ଲତା ଓ ପତ୍ର) — ଲତାପତ୍ର — Leaves and creepers
  • ଦେ. ବି (ସଂ. ଲତା ଓ ପତ୍ର) — (ଉ—ରାମ ଲକ୍ଷ୍ମଣ ସେ ରାତି ଲଟି ପତ୍ର ଶେଯ କରି ନିଶ୍ଚିନ୍ତରେ ଶୋଇଲେ। ନୀଳକଣ୍ଠ, ପିଲାଙ୍କରାମାୟଣ।)