ଲଟାଣିଆ Laṭāṇiā

  • ଦେ. ବିଣ — ଲତାମୟ — Consisting of creepers
  • ଦେ. ବିଣ — ଲତାପରି ଗୁଡ଼ାଇ ହୋଇ ଥିବା — Entangled like creepers
  • ଦେ. ବିଣ — ଲତା ପରି; ଲତା ସଦୃଶ ଚାରି ଆଡ଼େ ମାଡ଼ିଥିବା — Spreading like creepers