ଲଟାଇବା Laṭāibā

  • ଦେ. କ୍ରି—(ସଂ. ଲତାୟମାନ) — (ଅକର୍ମକ) (କୌଣସି ଉଦ୍ଭିଦ ଲତା) ବୃଦ୍ଧି ପାଇ ମାଡ଼ିବା ବା ବିସ୍ତୃତ ହେବା — (said of creeping plants) To creep; to trail on the ground or on supports
  • ଦେ. କ୍ରି—(ସଂ. ଲତାୟମାନ) — (ସକର୍ମକ) ଦୁଇ ବସ୍ତୁକୁ ମିଳିତ କରାଇବା; ଜୁଟାଇବା — To cause two things to meet together
  • ଦେ. କ୍ରି—(ସଂ. ଲତାୟମାନ) — ଏକ ପଦାର୍ଥକୁ ଅନ୍ଯ ପଦାର୍ଥ ସଙ୍ଗେ ଗୁଡ଼ାଇବା — To entwine a thing with another; to interlace