ଲଟା ଚରିବା Laṭā charibā

  • ଦେ. କ୍ରି — (ମେଘ) ପର୍ବତରେ ବୁଲିବା — To roam or spread on mountains (said of clouds)
  • ଦେ. କ୍ରି — [ଉ—ପର୍ବତ ଶିଖରେ ଲଟା ଚିରି ମେଘ ମହା ବେଗେ ଆସେ ଧାଇଁ। ନନ୍ଦକିଶୋର. ନିର୍ଝରିଣୀ।]