ଲଟା ଗହଳ Laṭā gahaḻa

  • ଦେ. ବି—(ସଂ. ଲତା ବହୁଳତା) — ପରସ୍ପରକୁ ବେଷ୍ଟନ କରିଥିବା ଅନେକ ଲତା — A mass of entangled creepers
  • ଦେ. ବିଣ—(ସଂ. ଲତା ବହୁଳ) — ବହୁ ଲତାଦ୍ୱାରା ଛନ୍ଦା ଛନ୍ଦି ହୋଇଥିବା — Entangled with creepers