ଲଟା କନିଅର Laṭā kaniara

  • ପ୍ରାଦେ (ଗଡ଼ଜାତ) ବି — ଲଟାଳିଆ ଗୁଳ୍ମ ବିଶେଷ — Allamanda shrub
  • ପ୍ରାଦେ (ଗଡ଼ଜାତ) ବି — [ଦ୍ର—ଏହା ଉଚ୍ଚରେ 7/8 ହାତ ବଢ଼େ। ଫୁଲ କନିଅର ଫୁଲ ପରି ଛୋଟ ଓ ହଳଦିଆ ବର୍ଣ୍ଣ; ପେନ୍ଥା ପେନ୍ଥା ହୋଇ ଫୁଟେ। ଏହାର ଡାଙ୍ଗକୁ ବାଡ଼ିକଲେ ଏହା ନାଲିବର୍ଣ୍ଣ ଦେଖାଯାଏ।] — [ଦ୍ର—ଏହା ଉଚ୍ଚରେ7/8ହାତ ବଢ଼େ ଫୁଲ କନିଅର ଫୁଲ ପରି ଛୋଟ ଓ ହଳଦିଆ ବର୍ଣ୍ଣ; ପେନ୍ଥା ପେନ୍ଥା ହୋଇ ଫୁଟେ ଏହାର ଡାଙ୍ଗକୁ ବାଡ଼ିକଲେ ଏହା ନାଲିବର୍ଣ୍ଣ ଦେଖାଯାଏ]