ଲଟଳି ପଡ଼ିବା Laṭaḻi paṟḍ̠ibā

  • ପ୍ରାଦେ (ବାଲେଶ୍ୱର) କ୍ରି — ପେଞ୍ଚ ଚାଲୁଥିବା ଅବସ୍ଥାରେ କୌଣସି ଗୋଟିଏ ଗୁଡ଼ିର ସୂତା ଭାଙ୍ଗିଯିବାରୁ ଗୁଡ଼ିଟି ତଳ ଆଡ଼କୁ ଝୁଲିପଡ଼ିବା — (said of a paper kite when its string snaps) To hang down; to come down