ଲଟ ଲଗାଇବା Laṭa lagāibā

  • ଦେ. କ୍ରି — ଅଡ଼ୁଆ ଲଗାଇବା; କୌଣସି ଗୋଳମାଳ ଆରମ୍ଭ କରିବା — To start complications; to create confusion; to make matters intricate
  • ଦେ. କ୍ରି — ସମ୍ପର୍କ ଆରମ୍ଭ କରିବା — To start a connection