ଲଟ ଛିଣ୍ଡାଇବା Laṭa chiṇḍāibā

  • ଦେ. କ୍ରି — ଅଳିଆ ସଫା କରିବା — To clear off any intricacy
  • ଦେ. କ୍ରି — ସମ୍ପର୍କ ତୁଟାଇବା — To cut off connection
  • ଦେ. କ୍ରି — ଗୁରୁ ଦାୟିତ୍ୱରୁ ନିଷ୍କୃତି ଦେବା — To release a person from a grave responsibility